Swabalamban

Swabalamban

Self-reliance is a way of life, a way that leads to prosperity and freedom.

ସ୍ୱାବଲମ୍ବନ ରୁ ସମୃଦ୍ଧି।

ସ୍ୱାବଲମ୍ବନ: ଗାଁରେ ମିଳୁଥିବା ସମ୍ବଳକୁ ବିନିଯୋଗକରି ଗାଉଁଲି ମଣିଷମାନଙ୍କୁ ସଂଗଠିତ କରି ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବନଶୀଳ କରେଇବାର ପ୍ରଚଷ୍ଟା
In the village and by the villagers, but for everyone's good...

Swabalamban strives to revive the spirit of our villages and check, rather reverse the mindless migration to cities. Processing units for farm products like paddy, cereals, oilseeds are set up in rural areas to ensure the financial stability of farmers. Youth are assisted to become self-sustainable financially.

🙏🏾 ନମସ୍କାର 🙏🏾

ଗ୍ରାମାଞ୍ଚଳର ମା ଓ ଭଉଣୀ ମାନଙ୍କ ଉଦ୍ୟୋଗ ବନ୍ଧୁ ସମବାୟ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଭୁବନେଶ୍ୱର ଓ କଟକ,ରଘୁନାଥପୁରର ଶୁଭେଛୁମାନଙ୍କ ଘରେ ପହଞ୍ଚେଇ ଦିଆଯାଉଛି। ଆସନ୍ତା ସେପ୍ଟେମ୍ବର 27 ରବିବାର ଦିନ ଭୁବନେଶ୍ୱର ଏବଂ କଟକ କୁ ଆମ ଗାଡ଼ି ଯାଉଛି।

ଖାଣ୍ଟି ଜିନିଷ ବ୍ୟବହାର କରନ୍ତୁ ଉଚିତ ମୂଲ୍ୟରେ 🙏
ଯଦି କିଛି ଆବଶ୍ୟକତା ଥାଏ ତେବେ ଅର୍ଡର ଦିଅନ୍ତୁ 👉 +91 94374 39371
ସମବାୟରେ ମିଳୁଥିବା ସାମଗ୍ରୀ Rate chart 👇
──
ସାମଗ୍ରୀଦର
ଖାଣ୍ଟି ବିରି ବଡି₹250 / kg
ଖାଣ୍ଟି କାଠ ଘଣା ସୋରିଷ ତେଲ₹340/ ଲି
ଖାଣ୍ଟି କାଠ ଘଣା ବାଦାମ ତେଲ₹350/ ଲି
ହଳଦୀ ଗୁଣ୍ଡ₹250/ kg
କୋଳଥ(ଭଜା ୋପା ଛଡା)₹130/ kg
ମାଣ୍ଡିଆ ଗୁଣ୍ଡ₹90 / kg
ମୁଗ ଡାଲି₹170/ kg
ବିରି ଡାଲି₹180/ kg
ବିରି ଗୁଣ୍ଡ₹170 / kg
ଚାଉଳ ଗୁଣ୍ଡ₹70 / kg
ବେଶନ₹100/ kg
ନଡ଼ିଆ₹30 / pc
ସୋରିଷ ପିଡିଆ₹40 / kg
Coco peat₹20 / kg
ଫିନାଇଲ₹40/ ଲି
ଫିନାଇଲ(5 ଲି)₹100
ଫ୍ଲୋର କ୍ଲିନର₹50 / ଲି
ବ୍ଲିଚିଙ୍ଗ ପାୱାର₹10/ kg
ନଡ଼ିଆ କତା ପାପୋଛ— 12″ × 18″₹45 / pc
ନଡ଼ିଆ କତା ପାପୋଛ— 14″ × 24″₹80 / pc
ନଡ଼ିଆ କତା ପାପୋଛ— 18″ × 36″₹220 / pc

If you want to place an order, contact us on WhatsApp at +91 94374 39371.


ଆତ୍ମ ନିର୍ଭରର ଏକ ପ୍ରୟୋଗଶାଳା ବନ୍ଧୁ ସମବାୟ
ସାମିଲ ହୁଅନ୍ତୁ ସମବାୟରେ - ଯୋଗାଯୋଗ 👇

ଦିଲୀପ ଭାଇ ମୋବାଇଲ ନଂ 99385 29535.
ଚନ୍ଦ୍ରମଣି ଭାଇ ମୋବାଇଲ ନଂ 78737 13476.

Quality produce from our Swabalamban initiative.

Products will appear here once added.